KOSLI SAHITYA

Archive for July 2011

କହ ଗୋ ଦୁତି ମୁଇଁ କେନ୍ତା କରସି ଗୋ
ନନ୍ଦ ପୁଅ କାନ୍ହା କେ ଦେଖଲେ ବଡା କାବା ଲାଗସି ଗୋ I

ଦିସୁ ଥିସି କଲିଆ ଟର୍ର୍ ଟର୍ର୍
ପିନ୍ଧି ଥିସି ହଳଦିଆ ଜର୍ ଜର
ଧୋବ୍ ଫର ଫର ଟେ ଜାନକାରିର୍ ଟେ
ବେକେ ଉଲେଇ ହେସି ଗୋ I

ଜମୁନା ନଏଦ୍ କେ ଗାଧି ଗଲେ
ବସି ଥିସି କଦମ୍ ତଲେ
ଦେଖଲେ ଧାଏନସି ସାଂଗେ ସାଂଗେ
ଗାଧି ବସସି ଗୋ I

କାଏଁ କାଏଁ ମନ୍ତର୍ ଜନତର୍ ଆଏସି ତହାକେ
ମୁସା ଡିଏନସା ହେସି ଘାଏକେ
ଜାହା ଖାଏସି ଗୁରସ୍ ଖିରସା
ସବୁ ଚୁରେଇ ଖାଏସି ଗୋ I

ଛିନା ବେଲେ ଘରକେ ଜାଇ
ହରଦମ୍ ଡାକେ ମାଇଁ ମାଇଁ
ଦାଣ୍ଡେ ବୁଲେ ପଡାକେ ଗଲେ
ଖୁଲି ବାଖଲି ହେସି ଗୋ I

ଇଆଡୁ ସେଆଡୁ ଚେର୍ ପଦ ହେଲା
ଭଂଡେ ମଧୁସୁଦନ୍ ପିଲା କହିଲ ଖାନକା
ରାଧା କ୍ରୃଷ୍ଣା ହେଲେ ହସା ହସି ଗୋ I
ମଧୁସୁଦନ୍


Kosli Sahitya

MATRU BHASAR SEBA MAA R SEBA